Looking for our company website?  
AgroStar Krishi Gyaan
Pune, Maharashtra
07 Oct 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଆପଣ ଫସଲରେ ଏହି ପ୍ରକାରର ଫେଣ ଦେଖିଛନ୍ତି କି?
ଏଗୁଡ଼ିକ ସ୍ପିଟିଲ ପୋକ ଏଗୁଡ଼ିକ ନିଜ ଦେହରୁ ଫେଣ ପରି ଜିନିଷ ବାହାର କରନ୍ତି ଏବଂ ନିଜକୁ ସେଥିରେ ଆବୃତ୍ତ କରି ନିଅନ୍ତି। ଏହି ପୋକଗୁଡ଼ିକୁ ଫେଣ ଅପସାରଣ କରି ଦେଖିହେବ। ଏସବୁ ପୋକ ଦ୍ୱାରା କୌଣସି ଆର୍ଥିକ କ୍ଷତି ହୁଏ ନାହିଁ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
202
1