Looking for our company website?  
AgroStar Krishi Gyaan
Pune, Maharashtra
11 Jul 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କଖାରୁ ଜାତୀୟ ଫସଲ ଗୁଡିକ ନିକଟରେ ଗେଣ୍ଡୁଫୁଲ ଚାଷ କରନ୍ତୁ ଯେମିତି କି, କାକୁଡି ଏବଂ ଜହ୍ନି ଫସଲ
ଗୋଟିଏ ଯନ୍ତା ଫସଲ ଭାବରେ କ୍ଷେତ ଚାରିପାଖରେ ଗେଣ୍ଡୁଫୁଲ ଲଗାନ୍ତୁ l ବୟସ୍କ ପତ୍ରକଟା କୀଟ ଗୁଡିକ ଗେଣ୍ଡୁଫୁଲ ନିକଟକୁ ଆସିବେ ଏବଂ ସେଠାରେ ରହିବେ l ଯାହା ଫଳରେ ପ୍ରାଥମିକ ଭାବରେ ଫସଲରେ ବ୍ୟାପିବାରେ ଉଲ୍ଲେଖନୀୟ ହ୍ରାସ ଘଟିବ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
12
0