AgroStar Krishi Gyaan
Pune, Maharashtra
12 Jun 19, 10:00 AM
ଆନ୍ତଃରାଷ୍ଟ୍ରୀୟ କୃଷିବୁଡିଦୟା ତନମାନ ବୁଆ”
“ଗୋଟିଏ ଗଛରେ ତିନୋଟି ଭିନ୍ନ କିସମର ଆମ୍ବର କଲମୀକରଣ
ଆମ୍ବ ଗଛର ବିସ୍ତାର ଟାକୁଆ ଗୁଡିକ ଲଗାଇବା ଦ୍ୱାରା କିମ୍ବା କଲମୀକରଣ କରିବା ଦ୍ୱାରା କରାଯାଇପାରିବ l ଟାକୁଆ ଗୁଡିକ ଲଗାଇବା ବେଳେ ଗଛ ଗୁଡିକ ଫଳ ଉତ୍ପାଦନ କରିବା ପାଇଁ ବହୁତ ସମୟ ନିଅନ୍ତି ଏବଂ କଲମୀକରଣ କରାଯାଇଥିବା ଗଛଗୁଡ଼ିକ ଅପେକ୍ଷା ଏଗୁଡ଼ିକୁ ସମ୍ଭାଳିବା ବହୁତ କଷ୍ଟସାଧ୍ୟ ହୋଇଥାଏ l ତେଣୁ, ଆମ୍ବ ଗଛର ବିସ୍ତାର ପାଇଁ ଆମ୍ବ ଗଛର କଲମୀକରଣ ହିଁ ପସନ୍ଦଯୋଗ୍ୟ କୌଶଳ ଅଟେ l ଗୋଟିଏ ଆମ୍ବ ଗଛରେ କିପରି ଭାବରେ ବିଭିନ୍ନ କିସମର କଲମୀକରଣ କରାଯାଏ ତାହା ଏହି ଭିଡ଼ିଓଟି ବୁଝିବାରେ ସାହାଯ୍ୟ କରିବ l ଉତ୍ସ: ବୁଡିଦୟା ତନମାନ ବୁଆ”
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
863
3