Looking for our company website?  
AgroStar Krishi Gyaan
Pune, Maharashtra
09 Nov 19, 12:00 PM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଛେଳିପାଳନ ଗୋଟିଏ ଲାଭଜନକ ବ୍ୟବସାୟ
ଗାଈଗୋରୁ ରଖୁଥିବା ପଶୁପାଳକମାନଙ୍କ ପାଇଁ ଛେଳିପାଳନକୁ ଏକ ଆଶୀର୍ବାଦ ସ୍ୱରୂପ ବିବେଚନା କରାଯାଏ l ଏହା ସଙ୍ଗେ ସଙ୍ଗେ ଡାଳପତ୍ର ସହଜରେ ଉପଲବ୍ଧ ହେଉଥିବାରୁ ସେମାନଙ୍କର ପୋଷଣ ପାଇଁ ବହୁତ ଚିନ୍ତା କରିବାକୁ ପଡ଼େ ନାହିଁ; ସେଥିପାଇଁ ବ୍ୟବସାୟ ଲାଭଜନକ ଅଟେ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
375
1