Looking for our company website?  
AgroStar Krishi Gyaan
Pune, Maharashtra
19 Jun 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସର୍ବାଧିକ ନଡିଆ ଉପାଦାନ ପାଇଁ ସୁପାରିଶକୃତ ସାର ଦିଅନ୍ତୁ
କୃଷକଙ୍କ ନାମ: ଶ୍ରୀ. ସଂଗ୍ରାମ ଥୋରାଟ ରାଜ୍ୟ: ମହାରାଷ୍ଟ୍ର ଟିପ୍‌: ପ୍ରତି ନଡିଆ ଗଛ ପିଛା 50 କିଲୋଗ୍ରା‍ମ୍‌ FYM, 800 ଗ୍ରାମ୍‌ ୟୁରିଆ , 500 ଗ୍ରାମ୍‌, 1200 ଗ୍ରାମ୍‌ ପୋଟାସ ଏବଂ 2 କିଲୋଗ୍ରା‍ମ୍‌ ନିମ୍ୱ କେକ୍‌ କୁ ଏକା ସହିତ ମିଶାଇ ମାଟି ମାଧ୍ୟମରେ ଦେବା ଦରକାର |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
318
0