AgroStar Krishi Gyaan
Pune, Maharashtra
18 Jul 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
କଞ୍ଚାଲଙ୍କାରେ ଫୁଲର ସର୍ବାଧିକ ମାତ୍ରା ପାଇଁ ସୁପାରିଶିତ ସାର ଦିଅନ୍ତୁ
କୃଷକଙ୍କ ନାମ: ଶ୍ରୀ ସନ୍ଦୀପ ପନ୍ଧାରେ ରାଜ୍ୟ: ମହାରାଷ୍ଟ୍ର ଟିପ୍‌: ଡ୍ରିପ୍‌ ମାଧ୍ୟମରେ ପ୍ରତି ଏକର ପିଛା 12:61:00 @3 କିଲୋଗ୍ରାମ୍‌ ଦିଆଯିବା ଉଚିତ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
671
31