AgroStar Krishi Gyaan
Pune, Maharashtra
11 Aug 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
କଦଳୀର ସ୍ୱାସ୍ଥ୍ୟ ବୃଦ୍ଧି କରିବା ପାଇଁ ସୁପାରିଶିତ ସାର ଏବଂ କୀଟନାଶକ ଦିଅନ୍ତୁ
କୃଷକଙ୍କ ନାମ: ଶ୍ରୀ. ସୁରେଶ ବାବୁ ରାଜ୍ୟ: ଆନ୍ଧ୍ରପ୍ରଦେଶ ସମାଧାନ: ଜିନେବ୍‌ 68% + ହେକ୍ସାକୋନାଜୋଲ୍‌ 4% WP@30 ଗ୍ରାମ୍‌ + କାସୁଗାମାସିନ 3%@25 ମିଲିଲିଟର ସ୍ପ୍ରେ କରନ୍ତୁ ଏବଂ ଡ୍ରିପ୍‌ ମାଧ୍ୟମରେ ପ୍ରତି ଏକରରେ 19:19:19@ 5 କିଲୋଗ୍ରାମ୍‌ ଦିଅନ୍ତୁ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
163
0