Looking for our company website?  
AgroStar Krishi Gyaan
Pune, Maharashtra
25 May 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଆଖୁର ଅତ୍ୟଧିକ ଉତ୍ପାଦନ ପ୍ରାପ୍ତ କରିବା ପାଇଁ ସୁପାରିଶିତ ଡୋଜ ଦିଅନ୍ତୁ |
କୃଷକଙ୍କ ନାମ - ଶ୍ରୀ ଵରେଷା ସନଥାର ରାଜ୍ୟ-କର୍ଣ୍ଣାଟକ ଟିପ୍‌- ପ୍ରତି ଏକର 50 କିଲୋଗ୍ରାମ ୟୁରିଆ, 50 କିଲୋଗ୍ରାମ DAP, 50 କିଲୋଗ୍ରାମ ପୋଟାଶ ,10 କିଲୋଗ୍ରାମ ସଲଫର, 50 ନିମ୍ବ କେକ ସାର କୁ ଏକା ସହିତ ମିଶାଇ ଦେବା ଦରକାର
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
532
64