Looking for our company website?  
AgroStar Krishi Gyaan
Pune, Maharashtra
17 Sep 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
କପାର ଉତ୍ତମ ବୃଦ୍ଧି ପାଇଁ ଅନୁମୋଦିତ ମାତ୍ରାର ସାର ପ୍ରୟୋଗ କରନ୍ତୁ
କୃଷକଙ୍କ ନାମ-ଶ୍ରୀ ଦେବୀନ୍ଦ୍ରପ୍ପା ରାଜ୍ୟ- କର୍ଣ୍ଣାଟକ ପରାମର୍ଶ - ଏକର ପିଛା ୨୫ କି.ଗ୍ରା. ୟୁରିଆ, ୫୦ କି.ଗ୍ରା. ୧୦:୨୬:୨୬, ଏବଂ ୮ କି.ଗ୍ରା. ମାଗ୍ନେସିୟମ ସଲଫେଟ ମାଟିରେ ଏକତ୍ର ମିଶେଇକରି ପ୍ରୟୋଗ କରନ୍ତୁ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
1342
165