Looking for our company website?  
AgroStar Krishi Gyaan
Pune, Maharashtra
13 Nov 19, 10:00 AM
ଆନ୍ତଃରାଷ୍ଟ୍ରୀୟ କୃଷିYurii81 Vorobiov
ରସୁଣ ପ୍ଲାଣ୍ଟର:
•ରସୁଣର କୋଲାଗୁଡିକୁ ଅଲଗା କରିଦେବା ଉଚିତ l •ଅଲଗା କରାଯାଇଥିବା କୋଲାଗୁଡିକୁ ରାସାୟନିକ ଏଜେଣ୍ଟରେ ବିଶୋଧନ କରାଯାଏ ଏବଂ ତା ପରେ ଛାଇରେ ଶୁଖାଯାଏ l • ଏହି ମେସିନରେ ଜମିରେ ପ୍ରୟୋଗ ସାରର ମାତ୍ରାକୁ ଦିଆଯାଇପାରିବ l • ବିଶୋଧିତ କୋଲାଗୁଡିକୁ ମେସିନରେ ଭର୍ତ୍ତି କରାଯାଏ l • ରସୁଣର ଗୋଟିଏ କୋଲା କନଭେୟର ବେଲ୍ଟରେ ଉଠାଯାଏ ଏବଂ ତା ପରେ ଧାଡ଼ିକରି ମାଟିରେ ପକାଯାଏ l • ଏହା ସଂଗେ ସଂଗେ ଧାଡିରେ ରସୁଣ ଗୁଡ଼ିକ ମାଟି ଦ୍ୱାରା ପୋତିହୋଇଯାଏ l ଉତ୍ସ: Yurii81 Vorobiov
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
1392
0