Looking for our company website?  
AgroStar Krishi Gyaan
Pune, Maharashtra
22 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଆପଣଙ୍କ ଫସଲରେ ଏସବୁ ଅଣ୍ଡା କ’ଣ ?
ଏହି କଙ୍କି ଅଣ୍ଡାଗୁଡ଼ିକ ହିତକାରୀ କୀଟ । ଏଥିରୁ ବାହାରୁଥିବା ଲାର୍ଭାଗୁଡ଼ିକ କ୍ଷତିକାରକ ପୋକ ଯେମିତିକି ଆଫିଡ୍‌, ଜସିଡ୍‌, ଥ୍ରୀପ୍ସ ପରି ଝିଣ୍ଟିକା, ଧଳାପତଙ୍ଗ ଏବଂ ପ୍ରଥମ ପର୍ଯ୍ୟାୟରେ ଥିବା ପତ୍ରଖିଆ ସଁବାଳୁଆ ଲାର୍ଭାକୁ ଖାଇଥାଏ । ସେମାନେ ଖାଇବା କାରଣୁ ଏସବୁ ପୋକର ସଂଖ୍ୟା ହ୍ରାସ ପାଇଥାଏ। ଏସବୁ ଖାଦକକୁ ସଂରକ୍ଷଣ କରନ୍ତୁ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
60
1