AgroStar Krishi Gyaan
Pune, Maharashtra
10 Feb 19, 12:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ହଳଦୀ ଏବଂ ଅଦା ଫସଲରେ ମୁଖ୍ୟ କଥା ହେଉଛି ମାଟି ଟେକିବା ପରେ ଲଗେଇବା
ବହୁଦିନ ଧରି ବର୍ଷା ଲାଗିରହିବା ଦ୍ୱାରା ମାଟି କଠିନ ହୋଇଯାଏ ଏବଂ ଚେରସବୁ ନିଷ୍କ୍ରିୟ ହୋଇଯାଆନ୍ତି l ଏହି ଅବସ୍ଥାରେ ହଳଦୀ ଏବଂ ଅଦାର କନ୍ଦାସବୁ ବଢ଼ିପାରନ୍ତି ନାହିଁ l ତେଣୁ ଉପଯୁକ୍ତ ମାତ୍ରାରେ ଏଫୱାଇଏମ ପ୍ରୟୋଗ କରିବା ଆବଶ୍ୟକ, ଏହା ସହିତ ମାଟି ଟେକିବା ଆବଶ୍ୟକ l ଯେପରିକି ଚେରରେ ଉପଯୁକ୍ତ ବାୟୁ ଚଳାଚଳ ହୋଇପାରିବ ଏବଂ ଏହା ଉତ୍ପାଦନ ବଢ଼େଇବ l
0
0