AgroStar Krishi Gyaan
Pune, Maharashtra
27 Mar 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କଦଳୀ ରେ ଉତ୍ତମ ଉପଜ ଏବଂ ଗୁଣବତ୍ତା ପାଇଁ
କଦଳୀ ରେ ରୋପଣ ର 7 ମାସ ପରେ ଏବଂ ଆଠ ମାସ ପରେ ପ୍ରତି ଲିଟର ପାଣି ରେ 10 ଗ୍ରାମ ର ପୋଟାସିୟମ ସଲଫେଟ + ପ୍ରତି ଲିଟର ପାଣି ରେ 0.5 ମିଲିଲିଟର ଷ୍ଟିକର ମିଶାଇ ପତ୍ର ଏବଂ ବଢୁଥିବା ଗୁଚ୍ଛ ରେ ଛିଞ୍ଚନ୍ତୁ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
618
12