Looking for our company website?  
AgroStar Krishi Gyaan
Pune, Maharashtra
26 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ପିଆଜ-ରସୁଣ ଝିଣ୍ଟିକା ନିୟନ୍ତ୍ରଣ
ଝିଣ୍ଟିକାମାନେ ପତ୍ରର ଉପରଭାଗ ରାମ୍ପି ଦିଅନ୍ତି ଏବଂ ବାହାରୁଥିବା ସାମଗ୍ରୀକୁ ଶୋଷି ନିଅନ୍ତି । ସଂକ୍ରମିତ ଗଛଗୁଡ଼ିକ ମୋଡି ହୋଇଯାଏ ଏବଂ କ୍ରମେ ଶୁଖିଯାଏ। ଝିଣ୍ଟିକା ନିୟନ୍ତ୍ରଣ ପାଇଁ 10 ଲିଟର ପାଣିରେ 10 ମିଲି ହାରରେ ଲାମ୍ବଡା ସିହେଲୋଥ୍ରୀନ୍‌ 5 EC କିମ୍ବା 2 ଗ୍ରାମ ହାରରେ ଫିପ୍ରୋନିଲ୍‌ 80 WG ସିଞ୍ଚନ କରନ୍ତୁ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
28
0