Looking for our company website?  
AgroStar Krishi Gyaan
Pune, Maharashtra
28 Oct 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କୀଟନାଶକ ଦ୍ରବଣ ପ୍ରସ୍ତୁତ କରିବା ସମୟରେ ସତର୍କତାମୂଳକ ଉପାୟ ଅନୁସରଣ କରନ୍ତୁ
କୀଟନାଶକକୁ ସିଧାସଳଖ ପମ୍ପ୍ ଭିତରେ ଢାଳନ୍ତୁ ନାହିଁ । ଗୋଟିଏ ପ୍ଲାଷ୍ଟିକ୍‌ ବାଲ୍ଟିରେ 5 ଲିଟର ପାଣି ନିଅନ୍ତୁ ଏବଂ ଆବଶ୍ୟକ ପରିମାଣର କୀଟନାଶକ ମିଶାନ୍ତୁ ଏବଂ ଗୋଟିଏ କାଠ ବାଡ଼ିରେ ଘାଟନ୍ତୁ ।ଏହି ଦ୍ରବଣକୁ ପମ୍ପ୍ ରେ ଢ଼ାଳନ୍ତୁ ଏବଂ ଆବଶ୍ୟକ ପରିମାଣର ବଳକା ସତେଜ ପାଣି ମିଶାନ୍ତୁ । ସକାଳ /ରାତି ସମରେ ସିଞ୍ଚନ କରାଯିବା ଉଚିତ୍‌ । ମଧ୍ୟାହ୍ନ ସମୟରେ ସିଞ୍ଚନ କରିବା ଏଡାନ୍ତୁ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
215
0