Looking for our company website?  
AgroStar Krishi Gyaan
Pune, Maharashtra
17 Feb 19, 06:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଟମାଟୋ / କଖାରୁ ଜାତୀୟ ପରିବା ଫସଲରେ ଫୁଲ ଝଡ଼ିବା
ଋତୁ ପରିବର୍ତ୍ତନ ଯୋଗୁଁ ଟମାଟୋ / କଖାରୁ ଜାତୀୟ ପରିବା ଫସଲରେ ଫୁଲ ଝଡ଼ିଲେ ଫୁଲର ଡେମ୍ଫରେ ଫିମ୍ପି ଲାଗିଛି ନା ନାହିଁ ଯାଞ୍ଚ କରନ୍ତୁ ଏବଂ ଫଙ୍ଗିସାଇଡ ବେନୋଫିଟ ୧-୨ ଗ୍ରାମ/ ଲିଟର ସିଞ୍ଚନ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
2
3