Looking for our company website?  
AgroStar Krishi Gyaan
Pune, Maharashtra
17 Apr 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଗ୍ରୀଷ୍ମକାଳୀନ ମକାରେ ଆର୍ମି କୀଟ ପଡ଼େ
ଇମାମକ୍ଟିନ ବେଞ୍ଜୋଏଟ୍‌ 5 ଏସଜି (SG) @ 4 ଗ୍ରାମ୍‌ କିମ୍ବା କ୍ଲୋରାଣ୍ଟ୍ରାନିଲିପ୍ରୋଲ୍‌ 18.5 ଏସସି (SC) @ 3 ମି.ଲି. ପ୍ରତି 10 ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ | ଦେଖନ୍ତୁ ଯେ ପତ୍ର ର ପତ୍ରାବର୍ତ୍ତ ସମ୍ପୂର୍ଣ୍ଣ ଭାବରେ କଭର ହୋ‍ଇଯିବା ଉଚିତ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
46
3