Looking for our company website?  
AgroStar Krishi Gyaan
Pune, Maharashtra
15 May 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ମକା ଫସଲରେ ଫଲ ଆର୍ମି ପୋକ[ଏଫଏଡବ୍ଲୁ] ଉପଦ୍ରବ
ଫଲ ଆର୍ମି ପୋକ[ଏଫଏଡବ୍ଲୁ] ପାଇଁ ବିଶେଷଭାବରେ ଆଇସିଏଆର ନିଶ୍ଚିତ ଭାବରେ ନିମ୍ନମତେ ବିହନ ବିଶୋଧନ କରିବା ପାଇଁ ଅନୁମୋଦନ କରିଛି l ବିହନ ବିଶୋଧନ କରାଯିବା ଉଚିତ l ବିହନ କେ.ଜି. ପିଛା ସିଆଣ୍ଟ୍ରାନୀଲୀପ୍ରୋଲ ୧୯.୮% + ଥୀଆମେଥୋକ୍ଜାମ ୧୯.୮ % @ 4 ଏମ.ଟି. ବ୍ୟବହାର କରି କୃଷି ଅଧିକାରୀଙ୍କୁ ଜଣାଇ ବିହନ ବିଶୋଧନ କରାଯିବ ଗଜା ହେବା ପରେ ୨ ରୁ ୩ ସପ୍ତାହ ପର୍ଯ୍ୟନ୍ତ ସୁରକ୍ଷା (ଜାଣିରଖନ୍ତୁ ଯେ, ଏହି ପ୍ରକ୍ରିୟାଟି ଭାରତରେ ପଞ୍ଜୀକୃତ କରାଯାଇନାହିଁ ଏବଂ ଏଆଇସିଆରପି କାର୍ଯ୍ୟକ୍ରମରେ ମଧ୍ୟ ଆକଳନ କରାଯାଇନାହିଁ l ଏପରିକି, ମଞ୍ଜି ଚାଷୀ ମାନଙ୍କର ମତାମତକୁ ଭିତିକରି ଏହି କୀଟନାଶକଟି ଗଜା ହେବା ପରେ ୨ ରୁ ୩ ସପ୍ତାହ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରୁଛି) l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
14
2