Looking for our company website?  
AgroStar Krishi Gyaan
Pune, Maharashtra
27 Sep 19, 10:00 AM
ମଜାଳିଆ ଘଟଣାଟାଇମପାସ୍‌
ଡିଡ଼ ଯୋଉ କଣ୍ଣବ?
1. କୃଷି ଅନୁସନ୍ଧାନ ପରିଚାଳନାର ରାଷ୍ଟ୍ରୀୟ ଏକାଡ଼େମୀ ତେଲେଙ୍ଗାନାର, ହାଇଦ୍ରାବାଦ ଠାରେ ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ | 2. କେନାଲ୍‌ ଦ୍ୱାରା ରାଷ୍ଟ୍ରର ମୋଟ ଜଳସେଚିତ କ୍ଷେତ୍ରର ସର୍ବାଧିକ ଭାଗ ଉତ୍ତର ପ୍ରଦେଶରେ ରହିଛି | 3. ଗହମ ଅନୁସନ୍ଧାନର ନିର୍ଦ୍ଦେଶାଳୟ 1996 ମସିହାରେ ସ୍ଥାପନା କରାଯାଇଥିଲା | 4. ପଣସରେ ଭିଟାମିନ୍‌ ବି 6 ଅତ୍ୟଧିକ ମାତ୍ରାରେ ଥାଏ, ଏକ ପୋଷକ ତତ୍ତ୍ୱ ଯାହା ପ୍ରୋଟିନ୍‌ ମେଟାବୋଲିଜିମ୍‌ (ଶରୀର ବୃଦ୍ଧିକାରକ) ପାଇଁ ଆବଶ୍ୟକ ଅଟେ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
76
0