Looking for our company website?  
AgroStar Krishi Gyaan
Pune, Maharashtra
20 Sep 19, 10:00 AM
ମଜାଳିଆ ଘଟଣାଟାଇମପାସ୍‌
ଡିଡ଼ ଯୋଉ କଣ୍ଣବ?
୧. କେନ୍ଦ୍ରୀୟ କପା ଅନୁସନ୍ଧାନ ସଂସ୍ଥାନ ନାଗପୁର ଠାରେ ଅବସ୍ଥିତ l ୨. ଭାରତରେ, ତାମିଲନାଡ଼ୁ ସର୍ବାଧିକ ନଡ଼ିଆ ଉତ୍ପାଦନ କରେ l ୩. ଲାଇକୋପେନ, ଏକ ଫ୍ଲାଭୋନଏଡ, ଯାହା ଗୋଲାପୀ ପିଜୁଳୀରେ ଥାଏ l ୪. ଫଳ ହେବା ଅବସ୍ଥାରେ ପହଞ୍ଚିବା ପାଇଁ ନଡ଼ିଆ ଗଛକୁ ୬-୧୦ ବର୍ଷ ସମୟ ଦରକାର ହୁଏ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
122
0