Looking for our company website?  
AgroStar Krishi Gyaan
Pune, Maharashtra
02 Aug 19, 10:00 AM
ମଜାଳିଆ ଘଟଣାଟାଇମପାସ୍‌
ଡିଡ଼ ଯୋଉ କଣ୍ଣବ?
" 1. ଆଖୁରେ ନାଲି ସଢିଯିବାର ସୂଚନା ପ୍ରଥମଥର ପାଇଁ ଜାଭା (ବର୍ତ୍ତମାନର ଇଣ୍ଡୋନେସିଆ) ରୁ ରିର୍ପୋଟ ମିଳିଥିଲା | 2. ଧାନ ମଞ୍ଜିର ଦର 20 କିଲୋଗ୍ରାମ ପ୍ରତି ହେକ୍ଟର ହେବା ଉଚିତ | 3. ଆର୍ନ୍ତଜାତୀୟ ଚାଉଳ ଅନୁସନ୍ଧାନ କେନ୍ଦ୍ରର ମୁଖ୍ୟ କାର୍ଯ୍ୟାଳୟ ଫିଲିପାଇନ୍ସରେ ଅବସ୍ଥିତ | 4. ଗହମର ଦାନାରେ 52% ଆହାର ଫାଇବର ରହିଛି |"
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
109
0