Looking for our company website?  
AgroStar Krishi Gyaan
Pune, Maharashtra
26 Jul 19, 10:00 AM
ମଜାଳିଆ ଘଟଣାଟାଇମପାସ୍‌
ଡିଡ଼ ଯୋଉ କଣ୍ଣବ?
୧. କପା ମଞ୍ଜିରୁ ପ୍ରସ୍ତୁତ ଖତରେ ପ୍ରାୟ ୬% ଯବକ୍ଷାରଯାନ, ୩% ଫସଫରସ, ଏବଂ ୨% ପଟାସ ଥାଏ l ୨. କପାର ଆଙ୍ଗୁଲାର ପତ୍ର ଦାଗ କିମ୍ବା ବ୍ଲାକ ଆର୍ମ ପ୍ରଥମେ ୧୯୧୮ ମସିହାରେ ତାମିଲନାଡ଼ୁରେ ଦେଖାଯାଇଥିଲା l ୩. ଭାରତରେ କେରଳ ସର୍ବାଧିକ ନଡ଼ିଆ ଉତ୍ପାଦନକାରୀ ଅଟେ l ୪. ଧଳା ମାଛି ଏବଂ ପତ୍ର ଝୀଂଟିକା ଦ୍ୱାରା ଭେଣ୍ଡି ଫସଲରେ ହଳଦିଆ ଶିରା ମୋଜାଇକ ଭୁତାଣୁ ବ୍ୟାପିଥାଏ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
142
0