Looking for our company website?  
AgroStar Krishi Gyaan
Pune, Maharashtra
05 Jul 19, 10:00 AM
ମଜାଳିଆ ଘଟଣାଟାଇମପାସ୍‌
ଡିଡ଼ ଯୋଉ କଣ୍ଣବ?
"୧. ଭାରତ ବିଶ୍ୱର ଅଗ୍ରଣୀ ଝୋଟ ଉତ୍ପାଦନକାରୀ ଅଟେ | ୨.ଆଖୁର ବିକାଶ ପାଇଁ ଆବଶ୍ୟକ ତାପମାତ୍ରା ହେଉଛି ୨୦° ସେଲସିଅସ୍‍ | ୩. ଶିମଲାରେ କେନ୍ଦ୍ରୀୟ ଆଲୁ ଅନୁସନ୍ଧାନ ସଂସ୍ଥାନ ଅବସ୍ଥିତ ଅଟେ | ୪. ଧାଇଞ୍ଚା, ସବୁଜ ସାର ଫସଲରେ ନାଇଟ୍ରୋଜନ୍‌ର ସର୍ବାଧିକ ମାତ୍ରା ଅଛି |"
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
111
0