Looking for our company website?  
AgroStar Krishi Gyaan
Pune, Maharashtra
07 Jun 19, 10:00 AM
ମଜାଳିଆ ଘଟଣାଟାଇମପାସ୍‌
ଡିଡ଼ ଯୋଉ କଣ୍ଣବ?
"1. ଫାର୍ମ ଫସଲରେ ଅଙ୍କୁରୋଦମର ଉଚ୍ଚତମ ପ୍ରତିଶତ, ଯାହାକି ୯୦%, ମକାରେ ଦେଖାଯାଏ | 2. ଭାରତରେ ଆଖୁର ସର୍ବୋତ୍ତମ ଉତ୍ପାଦକ ହେଉଛି ଉତ୍ତର ପ୍ରଦେଶ | 3. ଭାରତରେ ସର୍ବାଧିକ ସୀଞ୍ଚନ ଅଞ୍ଚଳ ପଜ୍ଞାବରେ ଅଛି, ଯାହାକି ହାରାହାରି ୯୮% | 4. ପୁସା କେଶର ହେଉଛି ଗାଜରରେ ଏକ କିସମ |"
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
410
0