Looking for our company website?  
AgroStar Krishi Gyaan
Pune, Maharashtra
31 May 19, 10:00 AM
ମଜାଳିଆ ଘଟଣାଟାଇମପାସ୍‌
ଡିଡ଼ ଯୋଉ କଣ୍ଣବ?
1. ୧୯୬୫ ମସିହା ଜୁଲାଇ ମାସ ୧୬ ତାରିଖରେ ରାଷ୍ଟ୍ରୀୟ ଡାଇରୀ ବିକାଶ ବୋର୍ଡ ପ୍ରତିଷ୍ଠା କରାଗଲା l 2. କେନ୍ଦ୍ରୀୟ ମୃତ୍ତିକା ଲବଣତା ଅନୁସନ୍ଧାନ ପ୍ରତିଷ୍ଠାନ ହରିୟାନାର କର୍ଣ୍ଣଲ ଠାରେ କାର୍ଯ୍ୟକ୍ଷମ ଅଛି l 3. ଉପଯୁକ୍ତ ଅମଳ ପାଇବା ପାଇଁ ମୃତ୍ତିକାର ପିଏଚ ୬.୫ ରୁ ୭.୫ ମଧ୍ୟରେ ହେବା ଉଚିତ l 4. ଭାରତର ମହାରାଷ୍ଟ୍ର ରାଜ୍ୟର ନାସିକ ଜିଲ୍ଲା ପ୍ରମୁଖ ଅଙ୍ଗୁର ରପ୍ତାନୀକାରୀ ଅଟେ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
489
0