AgroStar Krishi Gyaan
Pune, Maharashtra
05 Apr 19, 10:00 AM
ମଜାଳିଆ ଘଟଣାଟାଇମପାସ୍
ଡିଡ଼ ଯୋଉ କଣ୍ଣବ?
1. ହଳଦିଆ ରଙ୍ଗର ଫଳ ଭିଟାମିନ୍ A ରେ ସମୃଦ୍ଧ ହୋଇଥାଏ |
2. ଫଳ ଫସଲରେ ଡ଼ାଳିମ୍ବ ମରୁଡ଼ି ପ୍ରତି ଅତ୍ୟଧିକ ସହିଷ୍ଣୁ ହୋଇଥାଏ |
3. ଇନଡ଼ୋଲ୍-3-କାର୍ବିନୋଲ୍ ର ଉପସ୍ଥିତି କାରଣରୁ ବନ୍ଧାକୋବିର ଆଣ୍ଟିକ୍ୟାନସର (କର୍କଟ ରୋଧୀ) ଗୁଣ ଥାଏ
4. ଭାରତ ଏବଂ ଚୀନ ଏକା ସାଥୀରେ ଦୁନିଆଁ ର 42% ଜଳସେଚନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିଛନ୍ତି |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍ ଅପ୍ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍ କରନ୍ତୁ |