Looking for our company website?  
AgroStar Krishi Gyaan
Pune, Maharashtra
08 Mar 19, 10:00 AM
ମଜାଳିଆ ଘଟଣାଟାଇମପାସ୍‌
ଡିଡ଼ ଯୋଉ କଣ୍ଣବ?
"ଭାରତୀୟ ମହିଳା କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପ୍ରତି ବର୍ଷ ଅକ୍ଟୋବର 15 ତାରିଖରେ ମହିଳା କୃଷକ ଦିବସ ପାଳନ କରିବା ପାଇଁ ଘୋଷଣା କରିଛି l • 26 ଜାନୁଆରୀ 2019, ଗଣତନ୍ତ୍ର ଦିବସରେ ବିହାର ରାଜ୍ୟର ମୁଜାଫରପୁର ଜିଲ୍ଲାର ଆନନ୍ଦପୁରର ଶ୍ରୀମତୀ ରାଜକୁମାରୀ ଦେବୀଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଗଲା • ଆହୁରି ମଧ୍ୟ, ଶ୍ରୀମତୀ ରାଜକୁମାରୀ ଦେବୀ କିସାନ ଚାଚି ରୂପେ ପରିଚିତ ଅଟନ୍ତି l • 26 ଜାନୁଆରୀ 2019, ଗଣତନ୍ତ୍ର ଦିବସରେ ଓଡ଼ିଶା ରାଜ୍ୟର କୋରାପୁଟ ଜିଲ୍ଲାର ଶ୍ରୀମତୀ ଜଣେ ଆଦିବାସୀ ମହିଳା, କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଗଲା l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
228
0