Looking for our company website?  
AgroStar Krishi Gyaan
Pune, Maharashtra
01 Mar 19, 10:00 AM
ମଜାଳିଆ ଘଟଣାଟାଇମପାସ୍‌
ଡିଡ଼ ଯୋଉ କଣ୍ଣବ?
1 ଏଥିଲିନ୍‌ ହେଉଛି ଏକ ହର୍ମୋନ ଯାହା ଫଳକୁ ପଚାଇବାରେ ସାହାଯ୍ୟ କରେ | 2 ଇଣ୍ଡୋଲ୍‌ ବ୍ୟୁଟାରିକ୍‌ ଏସିଡ୍‌( ଆଇବିଏ) ଗଛର ଚେର ବୃଦ୍ଧି କରୁଥିବା ହର୍ମୋନ ଅଟେ | 3 ନାଲି ମାଟି ଅଧିକାଂଶ ତାମିଲନାଡୁରେ ପ୍ରାପ୍ତ ହୁଏ | 4 କଳା ମାଟି ହେଉଛି କପା ଚାଷ ପାଇଁ ସର୍ବୋତ୍ତମ ଉପଯୁକ୍ତ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
363
0