Looking for our company website?  
AgroStar Krishi Gyaan
Pune, Maharashtra
13 Nov 19, 12:00 PM
ଦିନର ଟିପ୍‌ଏଗ୍ରୋଷ୍ଟାର ପଶୁପାଳନ ବିଶେଷଜ୍ଞ
ପଶୁମାନଙ୍କର ଅତିସାର
ଏହି ରୋଗ ସାଧାରଣତଃ ଅଧିକ ମାତ୍ରାରେ ବାଛୁରୀମାନଙ୍କ ମଧ୍ୟରେ ଦେଖାଯାଇଥାଏ, ଯାହାକି ସମସ୍ତ ପଶୁମାନଙ୍କ ମଧ୍ୟରେ ଦେଖାଯାଏ | ଏହାକୁ ନିୟନ୍ତ୍ରଣ କରିବା ଏବଂ ଏହି ରୋଗରୁ ଭଲ ହେବା ପାଇଁ ଅଧା ଲିଟର ଲେମ୍ବୁ ଦ୍ରବୀତ ପାଣିରେ 10 ଗ୍ରାମ୍‌ କାଥୋର କଚ୍‌ ଏବଂ 10 ଗ୍ରାମ୍‌ ଶୁଷ୍କ ଅଦା ଗୁଣ୍ଡ ମିଶାଇ ଟ୍ୟୁବ ମାଧ୍ୟମରେ ପଶୁମାନଙ୍କୁ ଖାଇବାକୁ ଦିଅନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
178
0