Looking for our company website?  
AgroStar Krishi Gyaan
Pune, Maharashtra
13 Jul 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କପା ଫସଲର ହୁଡ଼ାରୁ ଅନାବନା ଗଛକୁ ସାହାରା ଦେଉଥିବା ଗଛସବୁକୁ ନଷ୍ଟ କରିଦିଅନ୍ତୁ
ଅନାବନା ଗଛ ଗୁଡିକରେ ମିଲିବଗ କୀଟ ଗୁଡିକ ବଞ୍ଚିରହନ୍ତିଯଥା କଂଗ୍ରେସ ଗ୍ରାସ, ଜଟଜଟିଆ ଗଛ, ଇଣ୍ଡିଆନ ଆବୁଟିଲନ ଗଛ ଇତ୍ୟାଦି ଏବଂ ଅନୁକୂଳ ଅବସ୍ଥାରେ ସେଗୁଡିକ ସ୍ଥାନ ପରିତ୍ୟାଗ କରି କପା ଫସଲରେ ବ୍ୟାପିଯାଆନ୍ତି l ସେଗୁଡିକୁ ବାହାର କରିଦେବା ଆବଶ୍ୟକ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
7
0