Looking for our company website?  
AgroStar Krishi Gyaan
Pune, Maharashtra
17 Mar 19, 06:00 PM
ପଶୁ ପାଳନକ୍ରିଷି ଜାଗରଣ
ଦେଶରେ ଏହି ସବୁ ମ‍ଇଁଷି ପାଳନ (ପ୍ରଜାତି) ବୃଦ୍ଧି କରିବାର ଚାହିଦା
ମ‍ଇଁଷି ଏକ ଦୁଧିଆଳୀ ପଶୁ ଅଟେ | ଅନେକ ଲୋକ ଗାଇ ଦୁଗ୍ଧ ଠାରୁ ମ‍ଇଁଷି ଦୁଗ୍ଧକୁ ଅଧିକ ପସନ୍ଦ କରନ୍ତି, ଏବଂ ଗ୍ରାମାଞ୍ଚଳରେ, ଏହା ଏକ ଅତ୍ୟନ୍ତ ଉପଯୋଗୀ (ଉପକରୀ) ପଶୁ ଅଟେ | ତଳେ ଏହି ପ୍ରଜାତି ଦିଆଯାଇଛି ଆଜିର ପରିଦୃଶ୍ୟରେ ଯାହାର ସର୍ବାଧିକ ଚାହିଦା ରହିଛି |
ମୁର୍ରା ପ୍ରଜାତି:_x000D_ • ଏହି ପ୍ରଜାତିଙ୍କର ଆଖି ଏବଂ ଶିଙ୍ଗ ଦେଶୀ ମ‍ଇଁଷି ଅପେକ୍ଷା ଛୋଟ ହୋ‍ଇଥାଏ, ଯାହାକୁ ସହଜରେ ଚିହ୍ନା ଯାଇପାରିବ | _x000D_ • ଏହି ପ୍ରଜାତିଙ୍କର ଶିଙ୍ଗ ବଙ୍କା, ଛୋଟ ଏବଂ ଧାର ପତଳା ହୋ‍ଇଥାଏ |_x000D_ • ମ‍ଇଁଷି ର ବେକ ଲମ୍ବା ହୋ‍ଇଥାଏ ଅଥଚ ପିଠି ବହୁତ ଓସାରିଆ ହୋ‍ଇଥାଏ | ଏହାର ରଙ୍ଗ ପତଳା ଏବଂ ଗାଢ କଳା ହୋ‍ଇଥାଏ |_x000D_ • ପ୍ରକାରଗତ ମୁର୍ରା ମ‍ଇଁଷି ର ଦାମ ଟ. 40,000 ଏବଂ ଟ. 80,000 ପର୍ଯ୍ୟନ୍ତ ହୋ‍ଇଥାଏ ଏବଂ ଦିନକୁ 12 ଲିଟର ଦୁଗ୍ଧ ଦେଇଥାଏ |_x000D_ • ଯଦି ଏହି ସବୁ ମ‍ଇଁଷି 12 ଲିଟର ରୁ ଅଧିକ ଦୁଗ୍ଧ ଦିଅନ୍ତି, ତେବେ ସେଗୁଡ଼ିକର ଦାମ ଟ. 45,000 ରୁ ଅଧିକ ହୋ‍ଇଥାଏ | ଭାରତ ର ବିଭିନ୍ନ ଭାଗରେ ସେଗୁଡ଼ିକର ଦାମ ଭିନ୍ନ ଭିନ୍ନ ହୋ‍ଇଥାଏ | _x000D_ _x000D_ ଭଗାବରୀ ପ୍ରଜାତି:_x000D_ • ଆମ ଦେଶରେ ଭଗାବରୀ ମ‍ଇଁଷି ର ମଧ୍ୟ ଅତ୍ୟଧିକ ଚାହିଦା ରହିଛି | ଯଦିଓ ଏହି ପ୍ରଜାତି ମୁର୍ରା ଅପେକ୍ଷା କମ୍‌ ଦୁଗ୍ଧ ଦିଅନ୍ତି, ତଥାପି ଏହାର ଦୁଗ୍ଧରେ ଅଧିକ ମାତ୍ରାରେ ଚର୍ବି ଅଂଶ ରହିଥାଏ | _x000D_ • ପ୍ରତିଦିନ ଏହିମାନେ 4-5 ଲିଟର ଦୁଗ୍ଧ ଦିଅନ୍ତି ଏବଂ ଏଥିରେ ପ୍ରାୟ 8% ଚର୍ବି ଅଂଶ ରହିଥାଏ |_x000D_ • ଅଲଗା ଅଲଗା ମ‍ଇଁଷି ଠାରେ 6% ରୁ 14% ପର୍ଯ୍ୟନ୍ତ ହୋ‍ଇପାରେ | ଏହାର ଦୁଗ୍ଧରେ ଚର୍ବି ଅଂଶ ର ପ୍ରତିଶତ ଦେଶରେ ଥିବା ଯେ କୈଣସି ମ‍ଇଁଷି ଠାରୁ ଅଧିକ ଅଟେ |_x000D_ _x000D_ ପ୍ରସଙ୍ଗ – କୃଷିଜାଗରଣ_x000D_ _x000D_ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
1743
10