Looking for our company website?  
AgroStar Krishi Gyaan
Pune, Maharashtra
11 Sep 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କପାରେ ଧଳାମାଛିର ନିୟନ୍ତ୍ରଣ
ଉଭୟ ବୟସ୍କ କୀଟ ଏବଂ ନିମ୍ଫ ପତ୍ରଗୁଡିକରେ ରହି ଏହାର ପୃଷ୍ଠଭାଗକୁ କମ୍‌ କରନ୍ତି ଏବଂ ରସକୁ ଶୋଷନ୍ତି | ହଳଦିଆ ଦାଗମାନ ଦେଖାଯାଏ ଏବଂ ଅନିୟମିତ ଆକାରରେ ପତ୍ରଗୁଡ଼ିକ ମୋଡି ହୋଇଯାଏ |ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତି 10 ଲିଟର ପାଣିରେ 5% + ଫେନ୍‌ପ୍ରୋପାଥ୍ରିନ 15% ଇସି @ 10 ମିଲିଲିଟର କିମ୍ୱା ଏସିଟାମିପ୍ରିଡ 20 ଏସପି@ 10 ଗ୍ରାମ୍‌ କିମ୍ୱା ଡାଏଫେନଥିୟୁରନ 50 ଡବ୍ଲୁପି @ 10 ଗ୍ରାମ୍‌ ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
5
0