Looking for our company website?  
AgroStar Krishi Gyaan
Pune, Maharashtra
13 Jun 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଭେଣ୍ଡିରେ ହଳଦିଆ ଶୀରା ପତ୍ରଛିଟା ନିୟନ୍ତ୍ରଣ
ଏହି ଭୂତାଣୁଜନିତ ରୋଗ ଧଳା ମାଛି ଦ୍ୱାରା ପରିବାହିତ ହୁଏ। ନିୟନ୍ତ୍ରଣ ପାଇଁ 10ଲିଟର ପାଣିରେ 10 ଗ୍ରାମ ହାରରେ ଏସେଫେଟ୍‌ 50 % + ଇମିଡାକ୍ଲୋପ୍ରିଡ୍‌ 1.8 SP କିମ୍ବା 8ମିଲି ସ୍ପିରୋମେସିଫେନ୍‌ 240 SC କିମ୍ବା 10ଗ୍ରାମ ହାରରେ ଡାୟାଫେନ୍ଥିୟୁରୋନ୍‌ 50 WP ସିଞ୍ଚନ କରନ୍ତୁ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
123
4