AgroStar Krishi Gyaan
Pune, Maharashtra
29 May 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ପପିତାରେ ଧଳାମାଛିର ନିୟନ୍ତ୍ରଣ
ଧଳାମାଛିର ଉପଦ୍ରବର ପ୍ରାରମ୍ଭିକ ଅବସ୍ଥାରେ, ୩୦୦ ପିପିଏମ ନିମ୍ବ ତେଲ ୧ ଲିଟର ପ୍ରତି ଏକର କୁ ୨୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ କିମ୍ୱା ପ୍ରତି ଏକର ଭର୍ଟିସିଲିଅମ ଲେକାନି ୧ କିଲୋଗ୍ରାମ କୁ ୨୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ | ଅତ୍ୟଧିକ ସଂକ୍ରମଣ କ୍ଷେତ୍ରରେ, ଡାଇଫେନଥିୟୁରୋନ ୫୦% ଡବ୍ଲ୍ୟୁ ପି ୨୪୦ ଗ୍ରାମ ପ୍ରତି ଏକରରେ ୨୦୦ ଲିଟର ପାଣିରେ ମିଶାନ୍ତୁ କିମ୍ୱା ଆସିଟାମିପ୍ରିଡ ୪୦ ଗ୍ରାମ ପ୍ରତି ଏକର ୨୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରି ଧଳାମାଛି କୁ ନିୟନ୍ତ୍ରଣ କରନ୍ତୁ | ୧୦ ରୁ ୧୫ ଦିନ ବ୍ୟବଧାନରେ ଦିନେ ଛଡା ଦିନେ କୀଟନାଶକ ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
136
4