AgroStar Krishi Gyaan
Pune, Maharashtra
23 Jul 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଆଖୁ ଫସଲରେ ଧଳାମାଛିର ନିୟନ୍ତ୍ରଣ
ଶିକାର ହୋଇଥିବା ପତ୍ର ଗୁଡିକ କଳା ପଡ଼ିଯାଏ l ଧଳାମାଛି ବ୍ୟାପିଲେ, ଦଶ ଲିଟର ଜଳରେ ଏସିଫେଟ ୭୫ ଏସପି @୧୦ ଗ୍ରାମ କିମ୍ବା ଟ୍ରିଆଜୋଫସ ୪୦ ଇସି @୨୦ ମି.ଲି. କିମ୍ବା କ୍ୱିନଲଫସ ୨୫ ଇସି @ ୨୦ ମି.ଲି. ମିଶାଇ ସିଞ୍ଚନ କରନ୍ତୁ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
3
0