AgroStar Krishi Gyaan
Pune, Maharashtra
30 Aug 19, 06:00 AM
ଦିନର ଟିପ୍ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କ୍ଲଷ୍ଟର ବିନ୍ (ଗମ୍ ଗୁଆର)ରେ ଶୋଷଣକାରୀ କୀଟର ନିୟନ୍ତ୍ରଣ
ପ୍ରତି 10 ଲିଟର ପାଣିରେ ମିଥାଇଲ୍ -ଓ-ଡ଼େମେଟୋନ୍ 25 ଇସି @10 ମିଲିଲିଟର କିମ୍ବା ଡ଼ିମେଥୋଏଟ୍ 30 ଇସି @10 ମିଲିଲିଟର କିମ୍ବା ଫୋସ୍ଫାମିଡ଼ନ୍ 40 ଏସଏଲ @10 ମିଲିଲିଟର କିମ୍ବା ଇମିଡ଼ାକ୍ଲୋପ୍ରିଡ଼ 17.8 ଏସଏଲ @4 ମିଲିଲିଟର କିମ୍ବା ଥିଆମେଥୋସ୍କାମ୍ 25 ଡ଼ବ୍ଲୁଜି @ 4 ଗ୍ରାମ୍ ମିଶାଇ ସିଞ୍ଚନ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍ ଅପ୍ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍ କରନ୍ତୁ |