AgroStar Krishi Gyaan
Pune, Maharashtra
11 Apr 19, 06:00 AM
ଦିନର ଟିପ୍ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଗ୍ରୀଷ୍ମକାଳୀନ ଧାନ କାଣ୍ଡ ବିନ୍ଧା କୀଟ ର ନିୟନ୍ତ୍ରଣ
କୀଟ ର ଆରମ୍ଭରେ ପ୍ରଥମେ ଫିପ୍ରୋନିଲ୍ 0.3 ଜିଆର (GR) @ 20-25 କି.ଗ୍ରା. ପ୍ରତି ହେକ୍ଟର ଏବଂ ଦ୍ୱିତୀୟ ମାତ୍ରା (ଡ଼ୋଜ) 15-20 ଦିନ ପରେ ମାଟିରେ ପ୍ରୟୋଗ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍ ଅପ୍ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍ କରନ୍ତୁ |