Looking for our company website?  
AgroStar Krishi Gyaan
Pune, Maharashtra
01 Sep 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ବାଜରା (ପର୍ଲ ମିଲେଟ୍‌ (ମୋତି ବାଜରା)ରେ କାଣ୍ଡ ବିନ୍ଧାର ନିୟନ୍ତ୍ରଣ:
ଅଙ୍କୁରୋଦଗମ୍‌ର 35 ଦିନ ପରେ ପ୍ରତି 10 ଲିଟର ପାଣିରେ ଇମିଡ଼ାକ୍ଲୋପ୍ରିଡ଼ 17.8 ଏସଏଲ @5 ମିଲିଲିଟର କିମ୍ବା ପ୍ରୋଫେନୋଫସ୍‌ 40% + ସାଇପରମେଥ୍ରୀନ୍‌ 4% ଇସି @10 ମିଲିଲିଟର କିମ୍ବା କାର୍ଟପ୍‌ ହାଇଡ୍ରୋକ୍ଲୋରାଇଡ଼ 50 ଏସପି @10 ଗ୍ରାମ୍‌ କିମ୍ବା ଥିଓଡ଼ିକାର୍ବ 75 ଡ଼ବ୍ଲୁପି @2 ଗ୍ରାମ୍‌ ମିଶାଇ ସିଞ୍ଚନ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
0
0