Looking for our company website?  
AgroStar Krishi Gyaan
Pune, Maharashtra
03 Sep 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଭେଣ୍ଡି ଫସଲରେ ଚିତି ବୋଲୱାର୍ମ ପୋକ ନିୟନ୍ତ୍ରଣ
10 ଲିଟର ପାଣିରେ 3ମିଲି କ୍ଲୋରାନ୍ତ୍ରାନିଲିପ୍ରୋଲ୍ 18.6 ଏସସି କିମ୍ୱା 5 ଗ୍ରା ଏମାମାକ୍ଟିନ୍ ବେନଜୋଏଟ୍ 5 ଏସଜି କିମ୍ୱା ସାଇନ୍ତ୍ରାନିଲିପ୍ରୋଲ୍ 10 ଓଡି କିମ୍ୱା ଡେଲଟାମେଥ୍ରୀନ 1% + ଟ୍ରିଆଜୋଫସ୍ 35% ଇସି 10 ମିଲି ମିଶାଇ ସିଞ୍ଚନ କରନ୍ତୁ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
4
0