Looking for our company website?  
AgroStar Krishi Gyaan
Pune, Maharashtra
21 Sep 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ସୋୟାବିନ ରିଙ୍ଗ କଟର/ ଗ୍ରିଡଲ ବିଟଲ/ ଷ୍ଟ୍ରେମ ବୋରର(କାଣ୍ଡ ବିନ୍ଧା) ର ନିୟନ୍ତ୍ରଣ
ଶୂକ କାଣ୍ଡ ଉପରେ ଏକ ଗାତ ସୃଷ୍ଟି କରେ ଏବଂ କାଣ୍ଡ ଭିତରକୁ ପ୍ରବେଶ କରେ ଏବଂ ଏହାର ଭିତର ଅଂଶକୁ ଖାଇଦିଏ | ଯାହାର ପରିଣାମସ୍ୱରୂପ, ଫସଲଗୁଡ଼ିକ ଶୁଷ୍କ ହୋଇଯାଏ | ଅଗଷ୍ଟ ରୁ ଅକ୍ଟୋବର ସମୟରେ, ସଂକ୍ରମଣର ମାତ୍ରା ଅଧିକ ହୋଇଥାଏ |ପ୍ରତି 10 ଲିଟର ପାଣିରେ କ୍ଲୋରାନାଟ୍ରିପ୍ରୋଲେ 18.5 ଏସସି @ 3 ମିଲିଲିଟର ମିଶାନ୍ତୁ ସର୍ବାଧିକ ସଂକ୍ରମଣ ହୋଇଥିବା ସ୍ଥାନରେ ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
9
0