AgroStar Krishi Gyaan
Pune, Maharashtra
23 Aug 19, 06:00 AM
ଦିନର ଟିପ୍ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କାଓପି ଏବଂ କଳା ଚଣାରେ ପୋଡ଼ ଭଅଁରର ନିୟନ୍ତ୍ରଣ
ପ୍ରତି 10 ଲିଟର ପାଣିରେ ଇମାମାକ୍ଟିନ ବେଞ୍ଜୋଏଟ୍ 5 ଡ଼ବ୍ଲୁଜି @5ଗ୍ରାମ୍ କିମ୍ବା ଫ୍ଲୁବେଣ୍ଡିଆମାଇଡ୍ 480 ଏସସି@ 2 ମିଲିଲିଟର କିମ୍ବା କ୍ଲୋରଣ୍ଟ୍ରାନିଲିପ୍ରୋଲ୍ 18.5 ଏସସି@ 3 ମିଲିଲିଟର ମିଶାଇ ସିଞ୍ଚନ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍ ଅପ୍ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍ କରନ୍ତୁ |