Looking for our company website?  
AgroStar Krishi Gyaan
Pune, Maharashtra
25 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଭେଣ୍ଡି ହଳଦିଆ ଶିରା ମୋଜାଇକ୍‌
ଏହି ଭୂତାଣୁ ଜନିତ ରୋଗ ଗୋଟିଏ ଗଛରୁ ଅନ୍ୟକୁ ଧଳା ପତଙ୍ଗ ଦ୍ୱାରା ବ୍ୟାପିଥାଏ । ଭୂତାଣୁଜନିତ ରୋଗର ଅଧିକ ପରିମାଣ ପରିମାଣ କ୍ଷେତ୍ରରେ ଫୁଲଗୁଡ଼ିକ ହଳଦିଆ ହୋଇଯାଏ ଯାହାକି ବିକ୍ରୟ ପାଇଁ ଅପର୍ଯ୍ୟାପ୍ତ ହୁଏ। ସଂକ୍ରମିତ ଗଛଗୁଡ଼ିକ ଜମିରୁ ଅପସାରଣ କରାଯାଇ ପୋଡ଼ି ଦେବା ଆବଶ୍ୟକ । କମ୍‌ ସଂଖ୍ୟା ଥିଲେ ମଧ୍ୟ ଧଳା ପତଙ୍ଗର ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବା ଉଚିତ୍‌ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
47
0