Looking for our company website?  
AgroStar Krishi Gyaan
Pune, Maharashtra
18 Aug 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଭେଣ୍ଡି ଫସଲରେ ମାଇଟ୍‌ର ନିୟନ୍ତ୍ରଣ
ପ୍ରତି 10 ଲିଟର ପାଣିରେ ଫେନାଜାକ୍ୱିନ୍‌ 10 ଇସିଅ @ 10 ମିଲିଲିଟର କିମ୍ୱା ସ୍ପ୍ରିରୋମେସିଫେନ୍‌ 22.9 ଏସସି @ 10 ମିଲିଲିଟର କିମ୍ୱା ୱେ‍ଟାବଲ୍‌ ସଲଫର୍‌ @ 10 ଗ୍ରାମ୍‌ କିମ୍ୱା ଡ଼ିକୋଫଲ୍‌ 18.5 EC @ 10 ମିଲିଲିଟର ସିଞ୍ଚନ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
7
0