AgroStar Krishi Gyaan
Pune, Maharashtra
09 Aug 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଆଖୁରେ ମିଲୀ ବଗ୍ସ‌ (କୀଟ)ର ନିୟନ୍ତ୍ରଣ
ବୁଣିବାର 6 ମାସ ପରେ ତଳେ ଥିବା 4-5 ଖରାପ ପତ୍ରଗୁଡ଼ିକୁ ବାହାର କରିଦିଅନ୍ତୁ ଏବଂ ପ୍ରତି 10 ଲିଟର ପାଣିରେ ମୋନୋକ୍ରୋଟୋଫୋସ୍‌ 36 SL @ 10 ମିଲିଲିଟର ସିଞ୍ଚନ କରନ୍ତୁ କିମ୍ୱା ପ୍ରତି ହେକ୍ଟରରେ କାର୍ବୋଫୁରାନ୍‌ Carbofuran 3G @ 33 କିଲୋଗ୍ରାମ୍‌ ପ୍ରୟୋଗ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
5
0