AgroStar Krishi Gyaan
Pune, Maharashtra
20 Jul 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଗେଣ୍ଡୁ ପତ୍ରଖିଆ କୀଟର ନିୟନ୍ତ୍ରଣ
ପ୍ରାରମ୍ଭରେ, ପ୍ରତି ୧୦ ଲିଟର ଜଳରେ ନିମ୍ବ ପିଡିଆ ୫୦୦ ଗ୍ରାମ (୫%) କିମ୍ବା ନିମ୍ବରୁ ଆଧାରିତ ପୂର୍ବ ପ୍ରସ୍ତୁତ କୌଣସି ଉତ୍ପାଦ @ ୧୦ ମି.ଲି. (୧% ଇସି) ରୁ ୪୦ ମି.ଲି. (୦.୧୫% ଇସି) ମିଶାଇ ସିଞ୍ଚନ କରନ୍ତୁ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
4
0