AgroStar Krishi Gyaan
Pune, Maharashtra
24 Apr 19, 06:00 AM
ଦିନର ଟିପ୍ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କମଳା ଲେମ୍ବୁରେ ଥିବା ପ୍ରଜାପତି ଶୂକ ର ନିୟନ୍ତ୍ରଣ
ବଡ଼ ଶୂକ କୁ ହାତରେ ଉଠାନ୍ତୁ ଏବଂ ମାରିବା ପରେ, 10 ଲିଟର ପାଣିରେ ବେସିଲସ୍ ଥୁରିଙ୍ଗିନେସିସ୍, ଏକ ବ୍ୟାକ୍ଟେରିଆ ଆଧାର ବାଇଓପେଷ୍ଟିସାଇଡ଼ @ 10 ଗ୍ରାମ୍ ମିଶାଇ ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍ ଅପ୍ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍ କରନ୍ତୁ |