AgroStar Krishi Gyaan
Pune, Maharashtra
08 Aug 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଚିନାବାଦାମରେ ପତ୍ର ଖଣିକର ନିୟନ୍ତ୍ରଣ
ପ୍ରତି 10 ଲିଟର ପାଣିରେ ଡେଲ୍‌ଟାମେଥ୍ରୀରିନ 2.8 EC @ 10 ମିଲିଲିଟର କିମ୍ୱା ଲମ୍ୱଡ଼ା ସାଇହେଲୋଥ୍ରୀରିନ୍‌ 5 EC @ 5 ମିଲିଲିଟର କିମ୍ୱା // ମିଥାଇଲ୍‌- ଓ - ଡେମେଟୋନ 25 EC @ 10 ମିଲିଲିଟର କିମ୍ୱା କ୍ୱିନାଲ୍‌ଫୋସ୍‌ 25 EC 20 ମିଲିଲିଟର ସିଞ୍ଚନ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
3
0