AgroStar Krishi Gyaan
Pune, Maharashtra
15 Aug 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଚିନାବାଦାମରେ ପତ୍ର ଖାଉଥିବା ସଁବାଳୁଆର ନିୟନ୍ତ୍ରଣ
ପ୍ରତି 10 ଲିଟର ପାଣିରେ ନିମ୍ୱ ଆଧାରିତ ମିଶ୍ରଣ @ 10 ମିଲିଲିଟର (ଇସି) ରୁ 40 ମିଲିଲିଟର (0.15 ଇସି) କିମ୍ୱା ବୌଭୁରିଆ ବାସ୍ସିନା , କବକ ଆଧାରିତ ପାଉଡ଼ର @ 40 ଗ୍ରାମ୍‌ ସ୍ପ୍ରେ କରନ୍ତୁ, ଯଦି ସଂକ୍ରମଣ ବୃଦ୍ଧି ହେବାର ଜଣାପଡ଼େ, ତେବେ ପ୍ରତି 10 ଲିଟର ପାଣିରେ ମେଥୋମାଇଲ୍‌ 50 ଡ଼ବ୍ଲୁପି @ 12.5 ଗ୍ରାମ୍‌ ସିଞ୍ଚନ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
4
0