Looking for our company website?  
AgroStar Krishi Gyaan
Pune, Maharashtra
28 Jul 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ସୋୟାବିନ ଫସଲରେ ପତ୍ରଖିଆ ସମ୍ବାଳୁଆର ନିୟନ୍ତ୍ରଣ
ସୋୟାବିନ ଫସଲରେ ପତ୍ରକଟା ସମ୍ବାଳୁଆ ଅତ୍ୟଧିକ ଆକ୍ରମଣ କରିବା ସମୟରେ ପରିଚାଳନା ନିମନ୍ତେ, ଦଶ ଲିଟର ଜଳରେ କ୍ଲୋରାଣ୍ଟ୍ରାନୀଲପ୍ରଲ ୧୮.୫ ଏସସି @ ୩ ମି.ଲି. କିମ୍ବା ପ୍ରୋଫେନୋଫସ ୫୦ ଇସି@୧୦ ମି.ଲି. କିମ୍ବା କୁଇନାଲଫସ ୨୫ ଇସି @୨୦ ମି.ଲି. କିମ୍ବା ୱିଣ୍ଡୋକ୍ସକାର୍ବ ୧୫.୮ ଇସି @୧୦ମି.ଲି. ମିଶାଇ ସିଞ୍ଚନ କରନ୍ତୁ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
3
0