AgroStar Krishi Gyaan
Pune, Maharashtra
26 Jul 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଚିନା ବାଦାମ ଫସଲରେ ପତ୍ରଖିଆ ସମ୍ବାଳୁଆର ନିୟନ୍ତ୍ରଣ
ପ୍ରାରମ୍ଭରେ, ପ୍ରତି ୧୦ ଲିଟର ଜଳରେ ନିମ୍ବରୁ ଆଧାରିତ ପୂର୍ବ ପ୍ରସ୍ତୁତ ଉତ୍ପାଦ @ ୧୦ ମି.ଲି. (୧.୦ % ଇସି) ରୁ ୪୦ ମି.ଲି. (୦.୧୫% ଇସି) କିମ୍ବା ବୋଭେରୀଆ ବାଷିଆନା, କବକ ଆଧାରିତ ଗୁଣ୍ଡ @ ୪୦ ଗ୍ରାମ କିମ୍ବା ବାସିଲସ ଥୁରିନଜେନେସୀସ, ଏକ ଭୁତାଣୁ ଭିତିକ ଗୁଣ୍ଡ @ ୧୦ ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
2
0